ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଡ଼ି ଛାଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଡ଼ି ଛାଡ଼ିବା   କ୍ରିୟାପଦ

ଅର୍ଥ : କର୍କଶ ବା ତୀକ୍ଷ୍‌ଣ ଶବ୍ଦରେ ଚିତ୍କାର କରିବା

ଉଦାହରଣ : ପିଲାଟି ବହୁତ ରଡ଼ି ଛାଡ଼ୁଛି

ସମକକ୍ଷ : ଚିତ୍କାର କରିବା, ବୋବାଳିବା, ହେଙ୍କାଉଠାଇବା

कर्कश या तीक्ष्ण आवाज़ में चीखना-चिल्लाना।

बच्चा बहुत किकिया रहा है।
किकियाना

Make high-pitched, whiney noises.

squall, waul, wawl