ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୋହିଣୀ ନକ୍ଷତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୋହିଣୀ ନକ୍ଷତ୍ର   ବିଶେଷ୍ୟ

ଅର୍ଥ : ସତେଇଶ ନକ୍ଷତ୍ରମାନଙ୍କ ମଧ୍ୟରୁ ଗୋଟିଏ

ଉଦାହରଣ : ଚନ୍ଦ୍ରମାଙ୍କ ମାର୍ଗରେ ପଡ଼ୁଥିବା ନକ୍ଷତ୍ରମାନଙ୍କ ମଧ୍ୟରେ ରୋହିଣୀ ହେଉଛନ୍ତି ଚତୁର୍ଥ

ସମକକ୍ଷ : ରୋହିଣୀ

सत्ताइस नक्षत्रों में से एक।

रोहिणी चन्द्रमा के मार्ग में पड़नेवाला चौथा नक्षत्र है।
प्राजेश, रोहिणी, रोहिनी नक्षत्र

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରନ୍ତି

ଉଦାହରଣ : ତୁମପାଇଁ ରୋହିଣୀ ନକ୍ଷତ୍ରରେ ଘର ଛାଡ଼ିବା ଭଲ ନୁହେଁ

ସମକକ୍ଷ : ରୋହିଣୀ

वह समय जब चंद्रमा रोहिणी नक्षत्र में होता है।

तुम्हारे लिए रोहिणी नक्षत्र में घर छोड़ना अच्छा नहीं है।
रोहिणी, रोहिनी नक्षत्र