ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଡ଼ିଓ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଡ଼ିଓ   ବିଶେଷ୍ୟ

ଅର୍ଥ : ଏକ ପ୍ରସିଦ୍ଧ ବିଦ୍ୟୁତ ଯନ୍ତ୍ର ଯେଉଁଥିରେ ବିନା ତାରରେ ବହୁତ ଦୂରରେ କୁହାଯାଉଥିବା କଥା ଶୁଣିହୁଏ

ଉଦାହରଣ : ଶ୍ୟାମ ରେଡ଼ିଓରୁ ଗୀତ ଶୁଣୁଥିଲା

ସମକକ୍ଷ : ବେତାରଯନ୍ତ୍ର

एक प्रसिद्ध विद्युत यंत्र जिसमें बिना तार के सम्बन्ध के बहुत दूर से कही हुई बातें सुनाई देती हैं।

श्याम रेडियो पर गाना सुन रहा है।
रेडियो

An electronic receiver that detects and demodulates and amplifies transmitted signals.

radio, radio receiver, radio set, receiving set, tuner, wireless