ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଶମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଶମ   ବିଶେଷ୍ୟ

ଅର୍ଥ : ଏକ ବିଶେଷ ପ୍ରକାର (ରେଶମ ପୋକ)କୀଟରୁ ମିଳୁଥିବା ସୂକ୍ଷ୍ମ, ଚକମକିଆ ଏବଂ ଦୃଢ ତନ୍ତୁ

ଉଦାହରଣ : ଏହା ରେଶମରେ ତିଆରି ହୋଇଥିବା ବସ୍ତ୍ର

ସମକକ୍ଷ : ସିଲ୍କ୍‌

महीन,चमकीले और दृढ़ तंतु जो एक विशेष प्रकार के कीट (रेशम के कीट) से प्राप्त होते हैं।

यह रेशम से बना हुआ कपड़ा है।
कृमिजा, दुल्लल, रेशम, सिल्क, हरीर

ଅର୍ଥ : ଏକ ପ୍ରକାରର କନା

ଉଦାହରଣ : ରେଶମ ଛପାଳିଆ ଏବଂ ଛିଟ ହୋଇଥାଏ

एक प्रकार का कपड़ा।

दरेस छपा हुआ और फूलदार होता है।
दरेस

ରେଶମ   ବିଶେଷଣ

ଅର୍ଥ : ରେଶମୀ ଭଳି

ଉଦାହରଣ : ଏଥିରେ ରେଶମର ଚମକ ରହିଛି

साटन या अतलस की तरह।

इसमें अतलसी चमक है।
अतलसी