ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେବା   ବିଶେଷ୍ୟ

ଅର୍ଥ : ଅମରକଣ୍ଟକରୁ ବାହାରିଥିବା ଭାରତର ଏକ ପ୍ରମୁଖ ନଦୀ

ଉଦାହରଣ : ନର୍ମଦାରୁ ବାହାରିଥିବା ଅଣ୍ଡାକାର ଶିବଲିଙ୍ଗକୁ ନର୍ମଦେଶ୍ୱର କୁହାଯାଏ

ସମକକ୍ଷ : ଇନ୍ଦୁଜା, ନର୍ମଦା, ପୂର୍ବଗଙ୍ଗା, ବେଦଗର୍ଭା", ମେକଳକନ୍ୟା, ମେକଳସୁତା, ସୋମସୁତା

A large natural stream of water (larger than a creek).

The river was navigable for 50 miles.
river

ଅର୍ଥ : ଗୋଟିଏ ରାଗିଣୀ

ଉଦାହରଣ : ରେବା ଦୀପକ ରାଗର ରାଗିଣୀ ରୂପେ ଗୃହୀତ

एक रागिनी।

रेवा दीपक राग की रागिनी मानी जाती है।
रेवा

Any of various fixed orders of the various diatonic notes within an octave.

mode, musical mode