ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନର୍ମଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନର୍ମଦା   ବିଶେଷ୍ୟ

ଅର୍ଥ : ଗୁଜରାଟର ଏକ ଜିଲ୍ଲା

ଉଦାହରଣ : ନର୍ମଦା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ରାଜପିପଲା ସହରରେ ଅବସ୍ଥିତ

ସମକକ୍ଷ : ନର୍ମଦା ଜିଲ୍ଲା

भारत के गुजरात राज्य का एक जिला।

नर्मदा जिले का मुख्यालय राजपिपला शहर में है।
नर्मदा, नर्मदा ज़िला, नर्मदा जिला

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ଅମରକଣ୍ଟକରୁ ବାହାରିଥିବା ଭାରତର ଏକ ପ୍ରମୁଖ ନଦୀ

ଉଦାହରଣ : ନର୍ମଦାରୁ ବାହାରିଥିବା ଅଣ୍ଡାକାର ଶିବଲିଙ୍ଗକୁ ନର୍ମଦେଶ୍ୱର କୁହାଯାଏ

ସମକକ୍ଷ : ଇନ୍ଦୁଜା, ପୂର୍ବଗଙ୍ଗା, ବେଦଗର୍ଭା", ମେକଳକନ୍ୟା, ମେକଳସୁତା, ରେବା, ସୋମସୁତା

A large natural stream of water (larger than a creek).

The river was navigable for 50 miles.
river