ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଜେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଜେଇ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ତୁଳାଭରା ଘୋଡ଼ିବା ଜିନିଷ

ଉଦାହରଣ : ଅଧିକ ଥଣ୍ଡାରୁ ରକ୍ଷା ପାଇବାପାଇଁ ଲୋକେ ରେଜେଇ ଘୋଡ଼ିହୋଇ ଶୁଅନ୍ତି

एक प्रकार का रूईदार ओढ़ना।

लोग अधिक ठंड से बचने के लिए रजाई ओढ़कर सोते हैं।
रज़ाई, रजाई, लिहाफ, लिहाफ़

Bedding made of two layers of cloth filled with stuffing and stitched together.

comfort, comforter, puff, quilt

ଅର୍ଥ : ଏକ ପ୍ରକାରର ବଡ଼ ଓ ମୋଟା ଚାଦର

ଉଦାହରଣ : ଜେଜେ ଥଣ୍ଡାରୁ ରକ୍ଷାପାଇବାପାଇଁ ରେଜେଇ ଘୋଡ଼େଇ ହୋଇଛନ୍ତି

एक प्रकार की बड़ी और मोटी चादर।

दादाजी ने ठंड से बचने के लिए सुजनी ओढ़ रखी है।
सुजनी, सूजनी, सोज़नी

ଅର୍ଥ : ବିଛାଇବାପାଇଁ ହାଲୁକା ତୁଳାର ଗଦି

ଉଦାହରଣ : ଜେଜେ ରେଜେଇ ଉପରେ ଶୁଅନ୍ତିନାହିଁ

ସମକକ୍ଷ : ତୋଷକ, ଶେଯ

बिछाने का हल्का रुईदार गद्दा।

दादाजी तोशक पर नहीं सोते।
तोशक