ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୋଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୋଷକ   ବିଶେଷ୍ୟ

ଅର୍ଥ : ବିଛାଇବାପାଇଁ ହାଲୁକା ତୁଳାର ଗଦି

ଉଦାହରଣ : ଜେଜେ ରେଜେଇ ଉପରେ ଶୁଅନ୍ତିନାହିଁ

ସମକକ୍ଷ : ରେଜେଇ, ଶେଯ

बिछाने का हल्का रुईदार गद्दा।

दादाजी तोशक पर नहीं सोते।
तोशक

ତୋଷକ   ବିଶେଷଣ

ଅର୍ଥ : ଯାହା ସନ୍ତୁଷ୍ଟ କରେ

ଉଦାହରଣ : ରାମନାମ ମନର ତୋଷକାରୀ

ସମକକ୍ଷ : ଆହ୍ଲାଦପ୍ରଦ, ତୋଷକାରୀ, ସନ୍ତୋଷକାରୀ

संतुष्ट करने वाला।

राम नाम मन का तोषक है।
तोषक