ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଖା   ବିଶେଷ୍ୟ

ଅର୍ଥ : ପତଳା ଏବଂ ଲମ୍ବା ଚିହ୍ନ

ଉଦାହରଣ : ଜେବ୍ରାର ଶରୀରରେ କଳା ଗାର ଦେଖିବାକୁ ମିଳେ

ସମକକ୍ଷ : ଗାର

पतला और लम्बा चिह्न।

जेबरा के शरीर पर काली धारियाँ पायी जाती हैं।
धारी, रेखा, लकीर

A mark that is long relative to its width.

He drew a line on the chart.
line

ଅର୍ଥ : ଯେଉଁ ବାସ୍ତବିକ ବା କାଳ୍ପନିକ ରେଖାର ଅସ୍ତିତ୍ୱ ସୀମା ନିର୍ଦ୍ଧାରଣଦ୍ୱାରା ନିର୍ଣ୍ଣୟ କରାଯାଇଥାଏ

ଉଦାହରଣ : ସେ ଗ୍ଲୋବରେ ବିଷୁବ ରେଖାର ସ୍ଥିତିକୁ ଦେଖୁଥିଲା

वह वास्तविक या कल्पित रेखा जिसका अस्तित्व सीमा निर्धारण द्वारा तय होता है।

वह ग्लोब में कर्क रेखा की स्थिति देख रहा है।
रेखा

A spatial location defined by a real or imaginary unidimensional extent.

line

ଅର୍ଥ : ଯାହା ଲମ୍ବା କିନ୍ତୁ ମୋଟା ବା ଚଉଡ଼ା ନୁହେଁ

ଉଦାହରଣ : ପାଞ୍ଚ ଇଞ୍ଚର ଏକ ରେଖା ଟାଣ

वह जिसमें लम्बाई तो हो पर मोटाई या चौड़ाई न हो।

पाँच इंच की एक रेखा खींचो।
रेखा, लकीर, लीक, वलि, वली

A length (straight or curved) without breadth or thickness. The trace of a moving point.

line