ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଖାଚିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଖାଚିତ୍ର   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ବା ବ୍ୟକ୍ତିର ରୂପର ଯେଉଁ ଚିତ୍ର କେବଳ ରେଖାଦ୍ୱାରା ତିଆରି ହୋଇଥାଏ

ଉଦାହରଣ : ମନୋହର ବହୁତ କୁଶଳତାର ସହିତ ରେଖାଚିତ୍ର ତିଆରି କରେ

किसी वस्तु या व्यक्ति के रूप का वह चित्र जिसे रेखाओं से बनाया गया हो।

मनोहर बहुत कुशलता से रेखाचित्र बनाता है।
आरेख, खाक़ा, खाका, रूपरेखा, रेखा-चित्र, रेखाचित्र

A representation of forms or objects on a surface by means of lines.

Drawings of abstract forms.
He did complicated pen-and-ink drawings like medieval miniatures.
drawing

ଅର୍ଥ : କୌଣସି ବସ୍ତୁର ରେଖାଦ୍ୱାରା ଅଙ୍କିତ ଚିତ୍ର

ଉଦାହରଣ : ଶ୍ୟାମର ରେଖାଚିତ୍ର ଭାରି ସୁନ୍ଦର

ସମକକ୍ଷ : ରେଖାଙ୍କନ, ରେଖାଙ୍କିତ ଚିତ୍ର

किसी वस्तु का रेखाओं से बनाया हुआ खाका जिसमें बीच के उतार-चढ़ाव, उभार-धँसाव आदि न हो।

श्याम का रेखा-चित्र सुंदर है।
रेखा-चित्र, रेखांकन, रेखाचित्र

A drawing of the outlines of forms or objects.

delineation, depiction, limning, line drawing

ଅର୍ଥ : ରେଖାଚିତ୍ର ତିଆରି କରିବାର କାମ

ଉଦାହରଣ : ମନୋହର ରେଖାଚିତ୍ର ଆଙ୍କୁଅଛି

रेखा-चित्र बनाना का काम।

मनोहर रेखा-चित्रण कर रहा है।
रेखा-चित्रण