ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଖାଙ୍କିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଖାଙ୍କିତ   ବିଶେଷ୍ୟ

ଅର୍ଥ : ଧ୍ୟାନାକର୍ଷଣ କରିବାପାଇଁ କୌଣସି ଶବ୍ଦ ବା ଶବ୍ଦ ସମୂହତଳେ ରେଖାଟାଣିବା ପ୍ରକ୍ରିୟା

ଉଦାହରଣ : ଏହି ବାକ୍ୟରେ ଥିବା ସଜ୍ଞାଗୁଡ଼ିକ ରେଖାଙ୍କିତ କର

ध्यानाकर्षित करने के लिए किसी शब्द या शब्द समूह के नीचे रेखा खींचने की क्रिया।

इस वाक्य में आए हुए सभी संज्ञाओं का रेखांकन करो।
रेखांकन

A line drawn underneath (especially under written matter).

underline, underscore

ରେଖାଙ୍କିତ   ବିଶେଷଣ

ଅର୍ଥ : ଯାହାର ରେଖାଙ୍କନ କରାଯାଇଛି

ଉଦାହରଣ : ଗୋଟିଏ ବାକ୍ୟରେ ଆସିଥିବା ପ୍ରତ୍ୟେକ ରେଖାଙ୍କିତ ଶବ୍ଦର ଏକ ସୂଚୀ ତିଆରି କର

जिसका रेखांकन किया गया हो।

इक वाक्य में आए हुए सभी रेखांकित शब्दों की एक सूची बनाइए।
रेखांकित