ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେଖାଙ୍କନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେଖାଙ୍କନ କରିବା   କ୍ରିୟାପଦ

ଅର୍ଥ : ସୀମାବଦ୍ଧ କରିବା ପାଇଁ ଚାରିପଟୁ ରେଖା ଟାଣିବା

ଉଦାହରଣ : ପିଲାମାନେ କବାଡ଼ିଖେଳ ପଡ଼ିଆରେ ରେଖାଙ୍କନ କରୁଛନ୍ତି

ସମକକ୍ଷ : ଗାର ଟାଣିବା

सीमाबद्ध करने के लिए चारों ओर रेखा खींचना।

बच्चे कबड्डी के मैदान को चाक रहे हैं।
चाकना, हद बाँधना, हद बांधना

Set boundaries to and delimit.

Mark out the territory.
mark off, mark out