ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୂପ ବଦଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୂପ ବଦଳାଇବା   କ୍ରିୟାପଦ

ଅର୍ଥ : ନିଜ ପରିଚୟକୁ ଲୁଚାଇବାପାଇଁ ନିଜର ରୂପ ବଦଳାଇବା

ଉଦାହରଣ : ସୈନିକମାନେ ଶତ୍ରୁର ଅଞ୍ଚଳକୁ ଯିବା ପୂର୍ବରୁ ନିଜନିଜକୁ ଛଦ୍ମବେଶରେ ଲୁଚାଇଲେ

ସମକକ୍ଷ : ଛଦ୍ମବେଶ ଧାରଣ କରିବା, ଛଦ୍ମବେଶରେ ଲୁଚାଇବା

* अपनी पहचान को छिपाने के लिए अपना रूप बदलना।

सैनिकों ने शत्रुओं के क्षेत्र में जाने से पहले अपने आप को छद्मावरण से छिपाया।
छद्मावरण से छिपाना, रूप बदलना