ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୂପସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୂପସୀ   ବିଶେଷ୍ୟ

ଅର୍ଥ : ରୂପବତୀ ବା ଖୁବ୍‌ ସୁନ୍ଦର ସ୍ତ୍ରୀ

ଉଦାହରଣ : ସେଠାରେ ଦୁଇଜଣ ସୁନ୍ଦର ସ୍ତ୍ରୀ ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଛନ୍ତି

ସମକକ୍ଷ : ଅତ୍ୟନ୍ତ ସୁନ୍ଦରୀ, ଅପରୂପ ସୁନ୍ଦରୀ, ସୁନ୍ଦରସ୍ତ୍ରୀ, ସୁନ୍ଦରୀ

वह स्त्री जो सुंदर हो।

आज-कल छोटे शहरों में भी सुंदरियों का चयन होता है।
रानी भी ख़ूबसूरतों की महफ़िल में शामिल थीं।
कामिनी, ख़ूबसूरत, खूबसूरत, गुल, मनोज्ञा, मनोरमा, माल, मालमता, रमणी, रूपवती, रूपसी, ललना, ललिता, विलासिनी, सुंदरी, सुन्दरी, हेमा

A very attractive or seductive looking woman.

beauty, dish, knockout, looker, lulu, mantrap, peach, ravisher, smasher, stunner, sweetheart

ରୂପସୀ   ବିଶେଷଣ

ଅର୍ଥ : ଯେ ଦେଖିବାକୁ ସୁନ୍ଦର (ମହିଳା)

ଉଦାହରଣ : ଶୀଳା ଜଣେ ରୂପବତୀ ମହିଳା

ସମକକ୍ଷ : ରୂପବତୀ, ରୂପମତୀ, ରୂପମୟୀ, ସୁନ୍ଦରୀ, ସୁଶ୍ରୀ

जो दिखने में सुंदर हो (महिला)।

शीला एक रूपवती महिला है।
रूपमनी, रूपमयी, रूपवती, रूपसी