ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁଢ଼ିବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁଢ଼ିବାଦୀ   ବିଶେଷ୍ୟ

ଅର୍ଥ : ପ୍ରଚଳିତ କଥାକୁ ମାନିବାବାଲା ବ୍ୟକ୍ତି

ଉଦାହରଣ : ସହରଗୁଡିକ ଅପେକ୍ଷା ଗାଁମାନଙ୍କରେ ରୁଢ଼ିବାଦୀମାନଙ୍କର ସଂଖ୍ୟା ଅଧିକ

ସମକକ୍ଷ : ରକ୍ଷଣଶୀଳ

रूढ़िवाद को माननेवाला व्यक्ति।

शहरों की अपेक्षा गाँवों में रूढ़िवादियों की संख्या अधिक है।
दक़ियानूस, दकियानूस, रूढ़िवादी

A formal and conservative person with old-fashioned views.

square, square toes