ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ଷଣଶୀଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ଷଣଶୀଳ   ବିଶେଷ୍ୟ

ଅର୍ଥ : ପ୍ରଚଳିତ କଥାକୁ ମାନିବାବାଲା ବ୍ୟକ୍ତି

ଉଦାହରଣ : ସହରଗୁଡିକ ଅପେକ୍ଷା ଗାଁମାନଙ୍କରେ ରୁଢ଼ିବାଦୀମାନଙ୍କର ସଂଖ୍ୟା ଅଧିକ

ସମକକ୍ଷ : ରୁଢ଼ିବାଦୀ

रूढ़िवाद को माननेवाला व्यक्ति।

शहरों की अपेक्षा गाँवों में रूढ़िवादियों की संख्या अधिक है।
दक़ियानूस, दकियानूस, रूढ़िवादी

A formal and conservative person with old-fashioned views.

square, square toes

ରକ୍ଷଣଶୀଳ   ବିଶେଷଣ

ଅର୍ଥ : ରୂଢ଼ିବାଦର ସମର୍ଥକ

ଉଦାହରଣ : ସହର ଅପେକ୍ଷା ଗାଁ ଲୋକ ଅଧିକ ରୂଢ଼ିବାଦୀ

ସମକକ୍ଷ : ରୂଢ଼ିବାଦୀ

रूढ़िवाद को माननेवाला।

शहर की अपेक्षा गाँव के लोग अधिक रूढ़िवादी होते हैं।
दक़ियानूस, दक़ियानूसी, दकियानूस, दकियानूसी, रूढ़िवादी

Rigidly conventional or old-fashioned.

square, straight