ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁଷୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁଷୀୟ   ବିଶେଷ୍ୟ

ଅର୍ଥ : ରୁଷ ଦେଶର ନିବାସୀ

ଉଦାହରଣ : କେତେକ ରୁଷୀୟ ମୋର ଉତ୍ତମ ମିତ୍ର

ସମକକ୍ଷ : ରଷିୟାନ, ରୁଷନିବାସୀ, ରୁଷବାସୀ

रूस देश में रहनेवाला व्यक्ति।

कई रूसी मेरे अच्छे मित्र हैं।
रशियन, रुसी, रूस वासी, रूस-वासी, रूसवासी, रूसी

A native or inhabitant of Russia.

russian

ରୁଷୀୟ   ବିଶେଷଣ

ଅର୍ଥ : ରୁଷ ଦେଶ ସହିତ ସମ୍ବନ୍ଧିତ

ଉଦାହରଣ : ରୁଷୀ ସଂସ୍କୃତି ଆମ ସଂସ୍କୃତିଠାରୁ ଭିନ୍ନ

ସମକକ୍ଷ : ରଷିୟାନ, ରୁଷୀ

रूस देश का या वहाँ के निवासी, भाषा, संस्कृति इत्यादि से संबंधित।

रूसी संस्कृति हमारी संस्कृति से भिन्न है।
मेरे मित्र ने एक रूसी महिला से शादी की है।
रशियन, रुसी, रूसी

Of or pertaining to or characteristic of Russia or its people or culture or language.

Russian dancing.
russian

ଅର୍ଥ : ରୁଷ ଦେଶରେ ରହୁଥିବା ଲୋକ

ଉଦାହରଣ : ମୋ ସାଙ୍ଗ ଜଣେ ରୁଷୀୟ ମହିଳାକୁ ବିବାହ କରିଛି

ସମକକ୍ଷ : ରୁଷୀ