ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୀଫ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୀଫ   ବିଶେଷ୍ୟ

ଅର୍ଥ : ପାଣିର ଉପରସ୍ତରର ପାଖାପାଖି ଜଳମଗ୍ନ ହୋଇଥିବା ପଥର ବା ପ୍ରବାଳର ଛୋଟ ପାହାଡ଼

ଉଦାହରଣ : ସନ୍ତରଣକାରୀ ରୀଫ ଉପରେ ଠିଆ ହୋଇଛନ୍ତି

* पानी की सतह के पास चट्टान या मूँगे का जलमग्न टीला।

तैराक रीफ पर खड़ा है।
रीफ, रीफ़

A submerged ridge of rock or coral near the surface of the water.

reef

ଅର୍ଥ : ଉତ୍ତରପୂର୍ବ ଦକ୍ଷିଣ ଆଫ୍ରିକାର ଏକ ଅଞ୍ଚଳ

ଉଦାହରଣ : ରୀଫରେ ସୁନା,କୋଇଲା ଆଦି ଖଣିଗୁଡ଼ିକ ପ୍ରଚୁର ପରିମାଣରେ ରହିଛି

उत्तरी-पूर्वी दक्षिण अफ्रीका का एक क्षेत्र।

रीफ में सोने, कोयले आदि के खानों की प्रचुरता है।
रीफ, रीफ़

A rocky region in the southern Transvaal in northeastern South Africa. Contains rich gold deposits and coal and manganese.

rand, reef, witwatersrand