ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଷ୍ଟ୍ରୀୟ ବୈମାନିକ ଏବଂ ଅନ୍ତରୀକ୍ଷ ପ୍ରବନ୍ଧନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ସଂଯୁକ୍ତ ରାଷ୍ଟ୍ର ଆମେରିକାର ସଙ୍ଘୀୟ ସରକାରର ଏକ ସ୍ବତନ୍ତ୍ର ସଂସ୍ଥା ଯେ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଦାୟିତ୍ବବହନ କରିଥାଏ

ଉଦାହରଣ : ନାସା ସଂସ୍ଥା ଅନ୍ତରୀକ୍ଷକୁ ଦୂରବୀକ୍ଷଣ ଯନ୍ତ୍ର ପଠାଇଛି ଯାହା ଦୁନିଆର କୌଣସି ରହସ୍ୟକୁ ଉନ୍ମୋଚନ କରିପାରିବ

ସମକକ୍ଷ : ନାସା, ନେସନାଲ ଏରୋନୋଟିକ୍ସ୍ ଏଣ୍ଡ ସ୍ପେସ୍ ଏଡମିନିଷ୍ଟ୍ରେସନ୍, ରାଷ୍ଟ୍ରୀୟ ବୈମାନିକ ଏବଂ ଅନ୍ତରୀକ୍ଷ ପ୍ରବଂଧନ

संयुक्त राज्य अमरीका की संघीय सरकार की एक स्वतंत्र संस्था जिस पर अन्तरिक्ष कार्यक्रमों की जिम्मेदारी है।

नासा ने अंतरिक्ष में दूरबीन भेजा है जो दुनिया के कई रहस्यों से पर्दा उठा सकता है।
नासा, नैशनल एअरोनॉटिक्स एंड स्पेस ऐडमिनिस्ट्रेशन, राष्ट्रीय वैमानिकी और अन्तरिक्ष प्रबंधन

An independent agency of the United States government responsible for aviation and spaceflight.

nasa, national aeronautics and space administration