ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଶିଖୁଣ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଶିଖୁଣ୍ଟା   ବିଶେଷ୍ୟ

ଅର୍ଥ : ରାଶିଗଛ କାଟିବାପରେ ବିଲରେ ଛଡା ଯାଇଥିବା ମୂଳ ଉପର ଛୋଟ କାଣ୍ଡ

ଉଦାହରଣ : କୃଷକ ହଳ ହୋଇଥିବା ବିଲରେ ରାଶିମୂଳଗୁଡ଼ିକ ଏକାଠି କରି ଜାଳୁଛି

ସମକକ୍ଷ : ରାଶିମୂଳ

तीसी कटने के बाद खेत में बचा हुआ जड़ के ऊपर का छोटा डंठल।

किसान जुते हुए खेत में तिसखुट को एकत्र करके जला रहा है।
तिसखुँट, तिसखुट, तिसखुर