ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାମାୟଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାମାୟଣ   ବିଶେଷ୍ୟ

ଅର୍ଥ : କୌଣସି ବିଷୟସହ ସମ୍ବନ୍ଧିତ ଅନାବଶ୍ୟକ ବିସ୍ତୃତ ବୃତ୍ତାନ୍ତ

ଉଦାହରଣ : ଏବେ ଆପଣ ଆପଣଙ୍କର ରାମାୟଣ ବନ୍ଦ କରନ୍ତୁ

किसी विषय से संबंधित अनावश्यक एवं उबाऊ विस्तृत वृत्तांत।

अब आप अपनी रामायण बंद कीजिए।
रामायण

ଅର୍ଥ : ସଂସ୍କୃତରେ ଲିଖିତ ଯେଉଁ ଗ୍ରନ୍ଥରେ ରାମଙ୍କ ଚରିତ୍ରର ବିସ୍ତାରପୂର୍ବକ ବର୍ଣ୍ଣନ ରହିଅଛି

ଉଦାହରଣ : ରାମାୟଣ ଆଦିକବି ବାଲ୍ମୀକିଙ୍କ ଦ୍ୱାରା ରଚିତ

संस्कृत में लिखा वह ग्रंथ जिसमें राम के चरित्र का विस्तारपूर्वक वर्णन है।

रामायण आदिकवि वाल्मीकि द्वारा रचित है।
रामायण, रामायन, वाल्मीकि रामायण

One of two classical Hindu epics telling of the banishment of Rama from his kingdom and the abduction of his wife by a demon and Rama's restoration to the throne.

ramayana