ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜ୍ୟ ସରକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜ୍ୟ ସରକାର   ବିଶେଷ୍ୟ

ଅର୍ଥ : କୌଣସି ରାଜ୍ୟର ସେହି ସର୍ବପ୍ରଧାନ ସରକାର ବା ଶାସନ ଦଳ ଯାହାର ପ୍ରମୁଖ ସ୍ଥାନ ଏହାର ରାଜଧାନୀରେ ରହିଥାଏ ଏବଂ ଯେକି ସାରା ରାଜ୍ୟ ଉପରେ ଶାସନ କରିଥାଏ

ଉଦାହରଣ : ରାଜ୍ୟର ବିକାଶ ରାଜ୍ୟ ସରକାରଙ୍କ ନୀତି ଉପରେ ନିର୍ଭର କରିଥାଏ

किसी राज्य की वह सर्वप्रधान सरकार या शासन सत्ता जिसका प्रमुख स्थान उसकी राजधानी में होता है और जो वहाँ से सारे राज्य पर शासन करती है।

राज्य का विकास राज्य सरकार की नीतियों पर निर्भर करता है।
राज्य सरकार

The government of a state in the United States.

state government