ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାକେଟ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାକେଟ୍‌   ବିଶେଷ୍ୟ

ଅର୍ଥ : ଯେଉଁ ଖେଳ ଉପକରଣଦ୍ୱାରା ଛୋଟ ବଲ ବା କର୍କ ଆଦି ଖେଳାଯାଏ

ଉଦାହରଣ : ରାକେଟ୍‌ର ଏକ ହ୍ୟାଣ୍ଡଲ ଥାଏ ଓ ଅନ୍ୟ ଅଂଶଟି ଜାଲିଯୁକ୍ତ

एक खेल उपस्कर जिससे छोटी गेंद या चिड़िया आदि खेलते हैं।

रैकेट में एक हत्था होता है और अगला भाग जालीदार होता है।
रैकेट

A sports implement (usually consisting of a handle and an oval frame with a tightly interlaced network of strings) used to strike a ball (or shuttlecock) in various games.

racket, racquet

ଅର୍ଥ : ସ୍କ୍ୱାଶ ଖେଳରେ ଯେଉଁ ଉପକରଣଦ୍ୱାରା ବଲକୁ ମରାଯାଏ

ଉଦାହରଣ : ଏଇଟା ଭାରି ଦାମୀ ରାକେଟ୍‌

स्क्वाश खेलने के लिए काम में आने वाला खेल उपस्कर जिससे गेंद को मारा जाता है।

यह बहुत मँहगा रैकेट है।
बैट, रैकेट

A small racket with a long handle used for playing squash.

bat, squash racket, squash racquet