ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରହସ୍ୟ ଅପ୍ରକାଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରହସ୍ୟ ଅପ୍ରକାଶନ   ବିଶେଷ୍ୟ

ଅର୍ଥ : କୌଣସି ରହସ୍ୟକୁ ଗୋପନୀୟ ରଖିବାର କ୍ରିୟା ବା ଭାବ

ଉଦାହରଣ : ଏହି ମାମଲାର ରହସ୍ୟକୁ ଗୋପନରଖିବା ଠିକ୍‌ ବୋଲି ମୁଖିଆଙ୍କର ଆଦେଶ

ସମକକ୍ଷ : ରହସ୍ୟ ଅଦୃଶ୍ୟତା, ରହସ୍ୟ ଅପ୍ରକଟନ, ରହସ୍ୟ ଗୋପନ, ରହସ୍ୟ ଲୁଚାଣ

किसी रहस्य को गोपनीय रखने की क्रिया या भाव।

मुखिया का आदेश है कि इस मामले का रहस्यगोपन ही ठीक है।
रहस्य गूहन, रहस्य छिपाई, रहस्यगोपन

The activity of keeping something secret.

concealing, concealment, hiding