ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରସି ବୋଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରସି ବୋଳିବା   କ୍ରିୟାପଦ

ଅର୍ଥ : ତନ୍ତୁ, ତାରଆଦିକୁ ଏକାଠି କରି ଯେପରି ମୋଡ଼ିଲେ ତାହା ମିଶି ରସିଆଦି ରୂପରେ ଏକାଠି ହୋଇଯାଏ

ଉଦାହରଣ : ଜେଜେ ଚଉତରା ଉପରେ ବସି ରସି ବୋଳୁଛନ୍ତି

ସମକକ୍ଷ : ଦଉଡ଼ି ବୋଳିବା, ଦଉଡ଼ି ଭାଙ୍ଗିବା

तागों, तारों आदि को एक में मिलाकर इस प्रकार मरोड़ना कि वे मिलकर रस्सी आदि के रूप में एक हो जाएँ।

दादाजी जगत पर बैठकर रस्सी बट रहे हैं।
ऐंठना, पूरना, बँटना, बटना, बलाई, भाँजना

Form into a spiral shape.

The cord is all twisted.
distort, twine, twist