ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରସାତଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରସାତଳ   ବିଶେଷ୍ୟ

ଅର୍ଥ : ପୃଥିବୀନିମ୍ନସ୍ଥ ସପ୍ତଲୋକରୁ ଷଷ୍ଠ

ଉଦାହରଣ : ନରକ ସହିତ ରସାତଳର ତୁଳନା କରାଯାଇଥାଏ

पृथ्वी के नीचे के सात लोकों में से छठा।

रसातल की तुलना नरक से की जाती है।
रसा, रसातल

ଅର୍ଥ : ପୁରାଣାନୁସାରେ ପୃଥିବୀର ତଳେ ଥିବା ସାତ ଲୋକ ମଧ୍ୟରୁ ସବୁଠାରୁ ତଳ ବା ସପ୍ତମ ଲୋକ

ଉଦାହରଣ : ଏଭଳି ମନେକରାଯାଏ ଯେ ପାତାଳରେ ନାଗମାନେ ବାସକରନ୍ତି

ସମକକ୍ଷ : ନାଗଲୋକ, ପାତାଳ, ପାତାଳ ଲୋକ, ଭୂତଳ

पुराणानुसार पृथ्वी के नीचे के सात लोकों में से सबसे नीचे का या सातवाँ लोक।

ऐसा माना जाता है कि नागों का पाताल में निवास है।
अधोभुवन, अधोलोक, नागलोक, पाताल, पाताललोक