ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରନ୍ଧାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରନ୍ଧାଇବା   କ୍ରିୟାପଦ

ଅର୍ଥ : ରୋଷେଇ କରିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମୁଁ ଚାକରାଣୀଦ୍ୱାରା ଖାଦ୍ୟ ରନ୍ଧାଉଛି

ସମକକ୍ଷ : ରନ୍ଧନ କରାଇବା, ରୋଷେଇ କରାଇବା

पकाने का काम दूसरे से करवाना।

खाना मैं बाई से पकवाती हूँ।
चुरवाना, पकवाना, बनवाना, रँधवाना, रंधवाना