ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରତ୍ନମାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରତ୍ନମାଳା   ବିଶେଷ୍ୟ

ଅର୍ଥ : ରତ୍ନର ବା ରତ୍ନରେ ତିଆରି ହୋଇଥିବା ମାଳା

ଉଦାହରଣ : ତା’ ଗଳାରେ ଗୋଟିଏ ମୂଲ୍ୟବାନ୍‌ ରତ୍ନମାଳା ଶୋଭାପାଉଥିଲା

ସମକକ୍ଷ : ରତ୍ନହାର

रत्न की या रत्नों से बनी हुई माला।

उसके गले में एक कीमती रत्न माला शोभायमान थी।
मणि माला, रत्न माला, रत्नावली

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace

ଅର୍ଥ : ଦୈତ୍ୟରାଜ ବଳିଙ୍କ ଝିଅ

ଉଦାହରଣ : ପୁରାଣରେ ରତ୍ନମାଳାଙ୍କ ବର୍ଣ୍ଣନା ମିଳେ

दैत्यराज बलि की पुत्री।

रत्नमाला का वर्णन पुराणों में मिलता है।
रत्नमाला

An imaginary being of myth or fable.

mythical being