ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଣଭେରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଣଭେରୀ   ବିଶେଷ୍ୟ

ଅର୍ଥ : ଯୁଦ୍ଧ ସମୟରେ ବଜା ଯାଉଥିବା ଏକ ବାଦ୍ୟ

ଉଦାହରଣ : ପ୍ରାଚୀନ କାଳରେ ଯୁଦ୍ଧ ଆରମ୍ଭ ହେବା ଆଗରୁ କିଛି ସୈନିକ ରଣଭେରୀ ବଜାଉଥିଲେ

ସମକକ୍ଷ : ରଣଦୁନ୍ଦୁଭି

युद्ध के समय बजाया जानेवाला एक प्रकार का वाद्य।

प्राचीन काल में युद्ध शुरू होने से पहले कुछ सैनिक रणभेरी बजाते थे।
भेरी, युद्ध डंका, युद्धभेरी, रणदुंदुभि, रणभेरी

ଅର୍ଥ : ଯୁଦ୍ଧ ସମୟରେ ହେଉଥିବା ଶବ୍ଦ

ଉଦାହରଣ : ଯୁଦ୍ଧନାଦ ଶୁଣୁ ଶୁଣୁହିଁ ସୈନିକ ଶତ୍ରୁଙ୍କ ଉପରକୁ ଡେଇଁ ପଡ଼ିଲେ

ସମକକ୍ଷ : ଆକ୍ରମଣ ନାଦ, ଯୁଦ୍ଧନାଦ, ଯୁଦ୍ଧବାଜଣା, ରଣବାଦ୍ୟ, ସିଂହନାଦ

युद्ध के समय होनेवाली आवाज़।

युद्धनाद सुनते ही सैनिक शत्रु पर टूट पड़े।
आक्रमण नाद, युद्धनाद, सिंहनाद

A yell intended to rally a group of soldiers in battle.

battle cry, rallying cry, war cry, war whoop