ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଞ୍ଜକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଞ୍ଜକ   ବିଶେଷ୍ୟ

ଅର୍ଥ : ବତୀ ଲଗାଇବା ନିମନ୍ତେ ବନ୍ଧୁକର ରଞ୍ଜକ ପାତ୍ରରେ ରଖା ଯାଉଥିବା ବାରୁଦ

ଉଦାହରଣ : ଆଗ କାଳରେ ତୋପ ତଥା ବନ୍ଧୁକରେ ରଞ୍ଜକ ବ୍ୟବହାର ହେଉଥିଲା

ସମକକ୍ଷ : ରଂଜକ

बत्ती लगाने के लिए बंदूक की प्याली पर रखी जाने वाली बारूद।

पुराने ज़माने की तोपों तथा बंदूकों में रंजक का प्रयोग होता था।
रंजक, रञ्जक

ଅର୍ଥ : ପ୍ରାୟତଃ ମଣିଷ, ପଶୁ ତଥା ଗଛରୁ ମିଣୁଥିବା ପଦାର୍ଥ ଯାହା ସେମାନଙ୍କ ତ୍ୱଚା, ପତ୍ର ଆଦିକୁ ବିଶେଷ ରଙ୍ଗ ପ୍ରଦାନ କରିଥାଏ

ଉଦାହରଣ : ରଞ୍ଜକ ପତ୍ରକୁ ହଳଦିଆ ରଙ୍ଗ ପ୍ରଦାନ କରିଥାଏ

वह पदार्थ जो प्रायः मनुष्यों, जानवरों तथा पौधों में पाया जाता है और उनकी त्वचा, पत्तियों आदि को एक विशेष रंग प्रदान करता है।

रंजक पित्त को पीला रंग प्रदान करता है।
रंगद्रव्य, रंजक, रंजन द्रव्य, वर्णक