ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଂଜକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଂଜକ   ବିଶେଷ୍ୟ

ଅର୍ଥ : ଯେ କପଡ଼ା ରଙ୍ଗକରିବା ବ୍ୟବସାୟ କରେ

ଉଦାହରଣ : ରଙ୍ଗାଜୀବ ରଙ୍ଗ କରାଯାଇଥିବା କପଡ଼ା ଶୁଖାଉଛି

ସମକକ୍ଷ : ରଙ୍ଗାଜୀବ

Someone whose job is to dye cloth.

dyer

ଅର୍ଥ : ବତୀ ଲଗାଇବା ନିମନ୍ତେ ବନ୍ଧୁକର ରଞ୍ଜକ ପାତ୍ରରେ ରଖା ଯାଉଥିବା ବାରୁଦ

ଉଦାହରଣ : ଆଗ କାଳରେ ତୋପ ତଥା ବନ୍ଧୁକରେ ରଞ୍ଜକ ବ୍ୟବହାର ହେଉଥିଲା

ସମକକ୍ଷ : ରଞ୍ଜକ

बत्ती लगाने के लिए बंदूक की प्याली पर रखी जाने वाली बारूद।

पुराने ज़माने की तोपों तथा बंदूकों में रंजक का प्रयोग होता था।
रंजक, रञ्जक