ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଜୋଗୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଜୋଗୁଣ   ବିଶେଷ୍ୟ

ଅର୍ଥ : ପ୍ରକୃତିର ତିନି ଗୁଣମଧ୍ୟରୁ ଗୋଟିଏ ଗୁଣ ଯାହା ମନର ଚଞ୍ଚଳ କରାଏ ଏବଂ ଯାହାଦ୍ୱାରା କାମ, କ୍ରୋଧ, ଲୋଭ, ଦ୍ୱେଷ ଆଦି ବିକାର ଉତ୍ପନ୍ନ ହୁଏ

ଉଦାହରଣ : ମନୁଷ୍ୟ ଭିତରେ ଖରାପ ପ୍ରକୃତି ରଜୋଗୁଣରୁ ଉତ୍ପନ୍ନ ହୋଇଥାଏ

प्रकृति के तीन गुणों में से एक जो मन को चंचल और उसमें काम,क्रोध,लोभ,द्वेश आदि विकार उत्पन्न करनेवाला माना गया है।

मनुष्य के अंदर की बुरी प्रवृत्ति रजोगुण से उत्पन्न होती है।
रज, रजोगुण, राजस