ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଚିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଚିତ ହେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁରେ ଯେଉଁ ବାହାର ଅଂଶର ଦୃଶ୍ୟଦ୍ୱାରା ତାର ସ୍ୱରୂପ ବିଷୟରେ ଜାଣିହୁଏ

ଉଦାହରଣ : ପ୍ରଥମ ବାକ୍ୟଭଳି ଏହି ବାକ୍ୟଗୁଡ଼ିକ ଗଠିତ ହୋଇଛି

ସମକକ୍ଷ : ଅନୁରୂପ ହେବା, ଆକାର ହେବା, ଗଠିତ ହେବା, ରୂପ ହେବା, ସରଞ୍ଚନା ହେବା

* किसी वस्तु में उन बाहरी और दृश्य बातों का होना जिससे उसके स्वरूप का ज्ञान होता है।

पहले वाले वाक्यों जैसी ही इन वाक्यों की भी संरचना है।
फार्म होना, रूप होना, संरचना होना

Form a pattern.

These sentences pattern like the ones we studied before.
pattern