ଅର୍ଥ : କୌଣସି ବସ୍ତୁଆଦିର ଗୁଣ ବା ଜ୍ଞାନ କେବଳ ଆଖିରେ ବୁଝିହୁଏ
ଉଦାହରଣ :
ସେ ଗୋରା ବର୍ଣ୍ଣର ଆମ ଗାଁ ମନ୍ଦିରର ରଙ୍ଗ ଧଳା
ସମକକ୍ଷ : ବର୍ଣ୍ଣ
ଅର୍ଥ : ତାସ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅନ୍ୟ ତାସ ପତ୍ରଠାରୁ ଯେଉଁ ତାସ ପତ୍ରଟି ଅଧିକ ମହତ୍ୱପୂର୍ଣ୍ଣ
ଉଦାହରଣ :
ସେ ଖେଳ ଜିତିବା ପାଇଁ ରଙ୍ଗ ଖେଳିଲେ
ଅର୍ଥ : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
ଉଦାହରଣ :
ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
ସମକକ୍ଷ : ରଂଗ
ଅର୍ଥ : ଲାଲ ରଙ୍ଗର ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ପ୍ରସାଧନ ସାମଗ୍ରୀ ଓଠ,ଗାଲ ଆଦିରେ ଲଗାଯାଏ
ଉଦାହରଣ :
ମନୋରମା ତା ଓଠରେ ଲିପଷ୍ଟିକ୍ ଲଗାଉଛି
ସମକକ୍ଷ : ଲିପଷ୍ଟିକ୍