ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଗଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଗଡ଼ିବା   ବିଶେଷ୍ୟ

ଅର୍ଥ : ରଗଡ଼ିବାର ବା ଘଷିବାର କାର୍ଯ୍ୟ

ଉଦାହରଣ : ଲୋକଟି ଧାର କରିବାପାଇଁ ହତିଆରକୁ ପଥରରେ ଘଷିବା ସକାଶେ ନେଉଥିଲା ପଥରଟି ଘଷାଗଲା

ସମକକ୍ଷ : ଘଷିବା

रगड़ने का काम।

पत्थर की रगड़ाई हो गई।
घिसाई, रगड़ाई

Effort expended in moving one object over another with pressure.

detrition, friction, rubbing

ରଗଡ଼ିବା   କ୍ରିୟାପଦ

ଅର୍ଥ : ଦାନ୍ତରେ ଚୋବେଇକରି ଖାଇବା

ଉଦାହରଣ : ସେ ଭଜା ଚଣା ଚୋବାଉଅଛି

ସମକକ୍ଷ : ଚୋବାଇବା

दाँतों से कुचलकर खाना।

वह भुने चने चबा रहा है।
चबाकर खाना, चबाना, चाबना

ଅର୍ଥ : କୌଣସି ବସ୍ତୁ ବା ହାତରେ ରଗଡ଼ିବା

ଉଦାହରଣ : ଗାଧୋଇବା ସମୟରେ ଲୋକେ ନିଜ ଦେହକୁ ଘଷନ୍ତି

ସମକକ୍ଷ : ଘଷିବା

किसी वस्तु को हाथों से रगड़ना।

नहाते समय लोग अपना शरीर मलते हैं।
मलना

Move over something with pressure.

Rub my hands.
Rub oil into her skin.
rub