ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରଗଡ଼ିବାର ବା ଘଷିବାର କାର୍ଯ୍ୟ
ଉଦାହରଣ : ଲୋକଟି ଧାର କରିବାପାଇଁ ହତିଆରକୁ ପଥରରେ ଘଷିବା ସକାଶେ ନେଉଥିଲା ପଥରଟି ଘଷାଗଲା
ସମକକ୍ଷ : ରଗଡ଼ିବା
रगड़ने का काम।
Effort expended in moving one object over another with pressure.
ଅର୍ଥ : ଚାଲୁଣୀରେ ରଗଡ଼ିବା
ଉଦାହରଣ : ସୀତା ହାଲୱା ତିଆରି କରିବାପାଇଁ ଗାଜରକୁ ଘଷୁଥିଲା
कद्दूकस पर रगड़ना।
Reduce to small shreds or pulverize by rubbing against a rough or sharp perforated surface.
ଅର୍ଥ : କୌଣସି ବସ୍ତୁ ବା ହାତରେ ରଗଡ଼ିବା
ଉଦାହରଣ : ଗାଧୋଇବା ସମୟରେ ଲୋକେ ନିଜ ଦେହକୁ ଘଷନ୍ତି
किसी वस्तु को हाथों से रगड़ना।
Move over something with pressure.
ଅର୍ଥ : ଘର୍ଷଣ କରିବା
ଉଦାହରଣ : ମହାତ୍ମାଜୀ ଚନ୍ଦନ ଘୋରୁଛନ୍ତି
ସମକକ୍ଷ : ଘୋରିବା
घर्षण करना।
ଅର୍ଥ : ଖୁଆରେ ଦୁଧ ବା ଦହିକୁ ଘଷି ସେଥିରୁ ଲହୁଣୀ ବାହାର କରିବା ପ୍ରକ୍ରିୟା
ଉଦାହରଣ : ମା ଦହି ମନ୍ଥୁଛନ୍ତି
ସମକକ୍ଷ : ଘୋଳିବା, ମନ୍ଥିବା
मथानी या लकड़ी आदि से दूध या दही को इस प्रकार तेज़ी से हिलाना या चलाना कि उसमें से मक्खन निकल आए।
Stir (cream) vigorously in order to make butter.
ସଂସ୍ଥାପନ କରନ୍ତୁ
अमेजन से खरीदेँ