ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ଷାକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ଷାକର୍ତ୍ତା   ବିଶେଷ୍ୟ

ଅର୍ଥ : ସେହି ବ୍ୟକ୍ତି ଯେ ରକ୍ଷା କରେ

ଉଦାହରଣ : ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା

ସମକକ୍ଷ : ପ୍ରତିରକ୍ଷକ, ରକ୍ଷକ, ରକ୍ଷୀ, ସୁରକ୍ଷା କର୍ମୀ, ୱାଡେନ୍

Someone who keeps safe from harm or danger.

preserver

ରକ୍ଷାକର୍ତ୍ତା   ବିଶେଷଣ

ଅର୍ଥ : ରକ୍ଷା କରୁଥିବା ବ୍ୟକ୍ତି

ଉଦାହରଣ : ମନ୍ତ୍ରୀର ରକ୍ଷକ ଉଗ୍ରବାଦୀଙ୍କ ଶିକାର ହୋଇଗଲା

ସମକକ୍ଷ : ରକ୍ଷକ, ରକ୍ଷୀ

रक्षा करने वाला।

मंत्री का रक्षक सिपाही उग्रवादियों का निशाना बन गया।
अभिरक्षक, अवरक्षक, अविष, पपु, परिपालक, परिरक्षक, मुहाफ़िज़, मुहाफिज, रक्षक, रक्षा कर्ता, रक्षी

ଅର୍ଥ : ଶରଣାଗତକୁ ରକ୍ଷା କରିବା ଲୋକ

ଉଦାହରଣ : ଶରଣ୍ୟ ବ୍ୟକ୍ତି ନିଜ ଜୀବନକୁ ବାଦି ଲଗେଇ ଶରଣାଗତର ରକ୍ଷା କଲେ

ସମକକ୍ଷ : ରକ୍ଷଣ ସମର୍ଥ, ରକ୍ଷଣୀୟ, ଶରଣ୍ୟ

शरण में आए हुए की रक्षा करने वाला।

शरण्य व्यक्ति ने अपनी जान की कीमत पर शरणागत की रक्षा की।
शरण्य