ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ତ ଶର୍କରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ତ ଶର୍କରା   ବିଶେଷ୍ୟ

ଅର୍ଥ : ପରିସଞ୍ଚରଣ କରୁଥିବାବେଳେ ଗ୍ଲୁକୋଜ ରୂପରେ ଉପସ୍ଥିତ ଶର୍କରାର ମାତ୍ରା

ଉଦାହରଣ : ମଧୁମେହ ରୋଗୀର ରକ୍ତ ଶର୍କରା ନିୟନ୍ତ୍ରିତ ହେବା ଆବଶ୍ୟକ

ସମକକ୍ଷ : ବ୍ଲଡ ସୁଗାର

परिसंचरण करते हुए रक्त में ग्लूकोज़ के रूप में उपस्थित शर्करा की मात्रा।

मधुमेह के रोगी का रक्त शर्करा नियंत्रित होना चाहिए।
ब्लड शुगर, ब्लड शूगर, रक्त शर्करा

Glucose in the bloodstream.

blood glucose, blood sugar