ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ତହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ତହୀନ   ବିଶେଷଣ

ଅର୍ଥ : ଯେଉଁଥିରେ ହତ୍ୟାକାଣ୍ଡ ହୋଇନଥାଏ

ଉଦାହରଣ : ସେ ଏକ ରକ୍ତହୀନ କ୍ରାନ୍ତି ଆରମ୍ଭ କରିଛି

ସମକକ୍ଷ : ହତ୍ୟାକାଣ୍ଡ ବିହୀନ

जिसमें खून-खराबा न हो।

उसने एक रक्तहीन क्रांति की शुरूवात की।
रक्तहीन

Free from blood or bloodshed.

Bloodless surgery.
A bloodless coup.
bloodless

ଅର୍ଥ : ଯାହାର ରକ୍ତ ନାହିଁ

ଉଦାହରଣ : ପ୍ରାଣତ୍ୟାଗ ପରେ ଏହି ଅରକ୍ତ ଶରୀରକୁ ପୋଡି କିମ୍ବା ପୋତି ଦିଆଯାଏ

ସମକକ୍ଷ : ଅରକ୍ତ, ରକ୍ତବିହୀନ, ରକ୍ତଶୂନ୍ୟ

जिसमें रक्त न हो।

प्राण निकलने के बाद इस अरक्त शरीर को जला या दफ़ना दिया जाता है।
अरक्त, अलोहित, रक्तरहित, रक्तशून्य

Destitute of blood or apparently so.

The bloodless carcass of my Hector sold.
bloodless, exsanguine, exsanguinous

ଅର୍ଥ : ଯାହାର ରକ୍ତ ନାହିଁ ବା ରକ୍ତ କମ୍‌ ଅଛି

ଉଦାହରଣ : ଡାକ୍ତରଖାନାରେ ଜଣେ ରକ୍ତହୀନ ବ୍ୟକ୍ତିଙ୍କର ରକ୍ତ ଆବଶ୍ୟକ ହେଉଛି

ସମକକ୍ଷ : ରୁଧିରହୀନ

जिसमें रुधिर न हो या रुधिर की कमी हो।

अस्पताल में एक रक्तहीन व्यक्ति को रक्त की आवश्यकता है।
रक्तहीन, रुधिरहीन

Free from blood or bloodshed.

Bloodless surgery.
A bloodless coup.
bloodless

ଅର୍ଥ : ଯାହା ଦେହରେ ରକ୍ତ କମ୍‌ ଅଛି

ଉଦାହରଣ : ରକ୍ତହୀନ ବ୍ୟକ୍ତି ମୁର୍ଛା ହୋଇ ପଡ଼ିଗଲା

ସମକକ୍ଷ : ଅରକ୍ତିଆ

जिसमें खून की कमी हो।

अरक्तक व्यक्ति मूर्छित होकर गिर पड़ा।
अनीमिक, अरक्तक, अल्परक्तक, एनीमिक

Relating to anemia or suffering from anemia.

anaemic, anemic