ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକେଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକେଟ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ବାଣ ଯାହା ଆକାଶରେ ଯାଇ ଫୁଟେ

ଉଦାହରଣ : ଆମେ ଦୀପାବଳୀ ଦିନ ହାବିଳି ମଧ୍ୟ ଛାଡ଼ୁ

ସମକକ୍ଷ : ଆକାଶମଲ୍ଲୀ, ହାବିଳି, ହାବେଳି

एक प्रकार का पटाखा जो आकाश में जाकर फूटता है।

दीवाली के दिन हमलोगों ने रॉकेट भी छोड़े।
राकेट, रॉकेट

Sends a firework display high into the sky.

rocket, skyrocket

ଅର୍ଥ : ଏକ ପ୍ରକାରର ଆକାଶ ଯାନ ଯାହା ଏକ ବିଶେଷ ଗ୍ୟାସର ପ୍ରତିକ୍ରିୟାର ଫଳସ୍ୱରୂପ ଉଡ଼େ

ଉଦାହରଣ : ରକେଟ ପ୍ରକ୍ଷେପଣ କେନ୍ଦ୍ରମାନଙ୍କ ଦ୍ୱାରା ରକେଟଗୁଡ଼ିକୁ ଉପରକୁ ପଠାଇ ସୂଚନା ପ୍ରାପ୍ତ କରାଯାଏ

एक प्रकार का आकाश यान जो एक विशेष गैस की प्रतिक्रिया के फलस्वरूप उड़ता है।

राकेट प्रक्षेपण केंद्रों द्वारा राकेटों को ऊपर भेजकर सूचना प्राप्त की जाती है।
राकेट, रॉकेट

A jet engine containing its own propellant and driven by reaction propulsion.

rocket, rocket engine