ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୋଜ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୋଜ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ସଂଖ୍ୟା କୌଣସି ସଂଖ୍ୟା ସହିତ ଯୋଗ କରାଯାଏ

ଉଦାହରଣ : ସମାନ ଯୋଜ୍ୟକୁ ତିନୋଟି ଅଲଗା ସଂଖ୍ୟାରେ ଯୋଗକରନ୍ତୁ

वह संख्या जो किसी संख्या में जोड़ी जाए।

समान योज्य को तीन अलग-अलग संख्याओं में जोड़िए।
योजनीय, योज्य

A number that is added to another number (the augend).

addend

ଯୋଜ୍ୟ   ବିଶେଷଣ

ଅର୍ଥ : ଯାହା ସହିତ ଯୁଦ୍ଧ କରାଯାଇ ପାରେ

ଉଦାହରଣ : ରାଜା କହିଲେ କି ଶତ୍ରୁ ସବୁବେଳେ ଯୁଝନୀୟ ହୋଇଥାଏ

ସମକକ୍ଷ : ଯୋଜନୀୟ

जिसके साथ युद्ध किया जा सके।

राजा ने कहा कि शत्रु हमेशा योध्य होता है।
योध्य

ଅର୍ଥ : ଯାହା ଯୋଗ କରାଯାଇପାରେ ବା ବ୍ୟବହୃତ ହୋଇପାରେ

ଉଦାହରଣ : ସମସ୍ତ ସଂଖ୍ୟା କିଛି ନା କିଛି ସଂଖ୍ୟାରେ ଯୋଜନୀୟ ହୁଅନ୍ତି

ସମକକ୍ଷ : ଯୋଜନୀୟ

जो जोड़ा जा सके या प्रयुक्त हो सके।

सभी संख्याएँ किसी न किसी संख्या में योजनीय हैं।
योजनीय, योज्य

Capable of being added or added to.

addable, addible