ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବ୍ୟାକରଣର ଏପରି ଚିହ୍ନ ଯାହା ଶବ୍ଦ, ପଦ,ଖଣ୍ଡବାକ୍ୟଆଦିକୁ ଯୋଡ଼ିଥାଏ
ଉଦାହରଣ : ଧନ-ସମ୍ପତ୍ତି ମଝିରେ ଲଗାଯାଇଥିବା ଚିହ୍ନ ଯୋଜକ ଚିହ୍ନର ଉଦାହରଣ
ସମକକ୍ଷ : ସଂଯୋଜକ ଚିହ୍ନ, ହାଇଫେନ୍ ଚିହ୍ନ
व्याकरण में वह चिह्न जो शब्दों, पदों, उपवाक्यों आदि को जोड़ता है।
A punctuation mark (-) used between parts of a compound word or between the syllables of a word when the word is divided at the end of a line of text.
ସଂସ୍ଥାପନ କରନ୍ତୁ