ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୁଦ୍ଧପୋତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୁଦ୍ଧପୋତ   ବିଶେଷ୍ୟ

ଅର୍ଥ : ଲଢ଼େଇରେ ବ୍ୟବହୃତ ହେଉଥିବା ସାମୁଦ୍ରିକ ଜାହାଜ ଯାହାଉପରେ ବହୁତ ତୋପ ଲଦା ହୋଇଥାଏ

ଉଦାହରଣ : ଆଫଗାନିସ୍ତାନ ଯୁଦ୍ଧ କାରଣରୁ ଆମେରିକୀୟ ଯୁଦ୍ଧପୋତ ଆରବ ସାଗରରେ ନିଜର ପ୍ରଭାବ ପକେଇଛନ୍ତି

लड़ाई का समुद्री जहाज़ जिस पर बहुत-सी तोपें लदी रहती हैं।

अफगानिस्तान युद्ध के दौरान कई अमरीकी युद्धपोत अरब सागर में अपना पड़ाव डाले हुए थे।
जंगी जहाज़, युद्ध पोत, युद्धपोत

A government ship that is available for waging war.

combat ship, war vessel, warship