ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାମ   ବିଶେଷ୍ୟ

ଅର୍ଥ : ପୂରା ଦିନରାତିର ଆଠଭାଗ

ଉଦାହରଣ : ସେ ରାତିର ଚତୁର୍ଥ ପ୍ରହରରେ ଗଙ୍ଗାସ୍ନାନ କରିବାକୁ ଯାଏ

ସମକକ୍ଷ : ପହର, ପ୍ରହର

पूरे दिन-रात का आठवाँ भाग।

वह रात्रि के चौथे प्रहर में गंगा स्नान करने जाता है।
पहर, प्रहर, याम

Clock time.

The hour is getting late.
hour, time of day