ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାତ୍ରୀପଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାତ୍ରୀପଣ୍ଡା   ବିଶେଷ୍ୟ

ଅର୍ଥ : ଯାତ୍ରୀମାନଙ୍କୁ ଦେବ ଦର୍ଶନ କରାଉଥିବା ପଣ୍ଡା

ଉଦାହରଣ : ଆମେ କାଶୀର ଜଣେ ଯାତ୍ରୀପଣ୍ଡାଙ୍କ ସହିତ ସମ୍ପର୍କ କରିଛୁ

यात्रियों को देव-दर्शन कराने वाला पंडा।

हमने काशी में एक यात्रावाल से संपर्क किया।
यात्रावाल

ଅର୍ଥ : ସାମୁଦ୍ରିକ ବିଦ୍ୟା ଆଦି ଦ୍ୱାରା ବା ତୀର୍ଥମାନଙ୍କରେ ଲୋକମାନଙ୍କୁ ଦେବଦର୍ଶନ କରାଇ ଜୀବିକା ନିର୍ବାହ କରୁଥିବା ଏକ ପ୍ରକାର ବ୍ରାହ୍ମଣ

ଉଦାହରଣ : ସେହି ଯାତ୍ରୀପଣ୍ଡା ବଡ ଲୁଣ୍ଠନକାରୀ ଥିଲା

एक प्रकार के ब्राह्मण जो सामुद्रिक आदि के द्वारा या तीर्थों में लोगों को देवदर्शन कराके जीविका चलाते हैं।

वह भड्डर बहुत बड़ा लुटेरा था।
भंडर, भड़ेरिया, भड्डर