ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାତ୍ରା-ଅଶୁଭ-ଦିଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାତ୍ରା-ଅଶୁଭ-ଦିଗ   ବିଶେଷ୍ୟ

ଅର୍ଥ : କିଛି ବିଶିଷ୍ଟ ଦିନରେ ବିଶିଷ୍ଟ ଦିଗରେ କାଳର ବାସ, ଯାହା ଯାତ୍ରା ନିମନ୍ତେ ଅଶୁଭ ବିଚାର କରାଯାଏ

ଉଦାହରଣ : ଶୁକ୍ର ଓ ରବିବାରକୁ ପଶ୍ଚିମ, ମଙ୍ଗଳ ଓ ବୁଧକୁ ଉତ୍ତର, ସୋମ ଓ ଶନିକୁ ପୂର୍ବ, ଏବଂ ଗୁରୁବାରକୁ ଦକ୍ଷିଣ ଦିଗରେ ଦିକ୍ଶୂଳ ବିଚାର କରାଯାଏ

ସମକକ୍ଷ : ଦିକ୍ଶୂଳ

कुछ विशिष्ट दिनों में विशिष्ट दिशाओं में काल का वास, जो यात्रा के लिए अशुभ माना जाता है।

शुक्र और रविवार को पश्चिम, मंगल और बुद्ध को उत्तर,सोम और शनि को पूर्व और बृहस्पतिवार को दक्षिण दिशा में दिक्शूल माना जाता है।
दिक्शूल, दिग्शूल, दिशाशूल, दिशासूल