ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଞ୍ଚ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାଞ୍ଚ କରାଇବା   କ୍ରିୟାପଦ

ଅର୍ଥ : ଅନ୍ୟଦ୍ୱାରା ଯାଞ୍ଚ କାମ କରାଇବା

ଉଦାହରଣ : ଶିକ୍ଷକ ଉତ୍ତର ଖାତାଗୁଡ଼ିକୁ ନିଜ ଝିଅଦ୍ୱାରା ଯାଞ୍ଚ କରାଇଲେ

जाँचने का काम दूसरे से करवाना।

शिक्षक ने उत्तर पुस्तिका अपनी बेटी से जँचवाया।
जँचवाना

ଅର୍ଥ : ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା

ଉଦାହରଣ : ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ

ସମକକ୍ଷ : ପରୀକ୍ଷା କରାଇବା

अँकाने का काम दूसरे से कराना।

दर्द से पीड़ित दादी ने अपने घुटनों को अँकवाया।
अँकवाना, अँकाना

ଅର୍ଥ : କୌଣସି ପରୀକ୍ଷଣଦେଇ ଗତିକରିବା

ଉଦାହରଣ : ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ

ସମକକ୍ଷ : ଟେଷ୍ଟ କରାଇବା, ପରୀକ୍ଷା କରାଇବା

* किसी परीक्षण से गुजरना।

पहले आप किसी अच्छे चिकित्सक से अच्छी तरह से अपना परीक्षण कराइए।
जाँच कराना, टेस्ट कराना, परीक्षण कराना

Undergo a test.

She doesn't test well.
test