ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାଚିବା   କ୍ରିୟାପଦ

ଅର୍ଥ : ଦେବତା ଆଦିଙ୍କୁ ଦାନ ବା ପୂଜା କରିବାର ସଙ୍କଳ୍ପ କରିବା

ଉଦାହରଣ : ଜେଜେମା କୂଳଦେବୀଙ୍କୁ ଛେଳି ମାନସିକ କରିଛନ୍ତି

ସମକକ୍ଷ : ମାନସିକ କରିବା

देवता आदि की भेंट या पूजा करने का संकल्प करना।

दादी ने कुलदेवी को बकरा माना है।
मन्नत करना, मानना

Dedicate to a deity by a vow.

consecrate, vow