ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନସିକ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନସିକ କରିବା   କ୍ରିୟାପଦ

ଅର୍ଥ : କୌଣସି କାମ ଅଥବା କଥାପାଇଁ ଈଶ୍ୱର ଆଦିଙ୍କ ପାଖରେ ପ୍ରାର୍ଥନା କରିବା

ଉଦାହରଣ : କୃଷକ ବର୍ଷାପାଇଁ ଭଗବାନଙ୍କୁ ମାନସିକ କରୁଛି

किसी कार्य अथवा बात के लिए ईश्वर आदि से प्रार्थना करना।

किसान वर्षा के लिए भगवान से मना रहे हैं।
मनाना

ଅର୍ଥ : ଦେବତା ଆଦିଙ୍କୁ ଦାନ ବା ପୂଜା କରିବାର ସଙ୍କଳ୍ପ କରିବା

ଉଦାହରଣ : ଜେଜେମା କୂଳଦେବୀଙ୍କୁ ଛେଳି ମାନସିକ କରିଛନ୍ତି

ସମକକ୍ଷ : ଯାଚିବା

देवता आदि की भेंट या पूजा करने का संकल्प करना।

दादी ने कुलदेवी को बकरा माना है।
मन्नत करना, मानना

Dedicate to a deity by a vow.

consecrate, vow