ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଚଜ୍ଞା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାଚଜ୍ଞା   ବିଶେଷ୍ୟ

ଅର୍ଥ : କୌଣସି କାମନାର ପୂରଣପାଇଁ ମାନସିକ ହୋଇଥିବା କୌଣସି ଦେବତାଙ୍କ ପୂଜା

ଉଦାହରଣ : ମୋ ମାଆ ଭଗବାନ ଶିବଙ୍କ ନିକଟରେ ଯାଚଜ୍ଞା କରିଛନ୍ତି ଯେ ଯଦି ମୁଁ ଉତ୍ତୀର୍ଣ୍ଣ ହୋଇଗଲି, ତେବେ ସେ ଶିବରାତ୍ରି ବ୍ରତ ପାଳନ କରିବେ

किसी कामना की पूर्ति के लिए किसी देवता की पूजा का संकल्प।

मेरी माँ ने भगवान शिव से मन्नत माँगी है कि अगर मैं उत्तीर्ण हो गया तो वह शिवरात्रि का व्रत रखेगी।
अंतःपूजा, अन्तःपूजा, मनौती, मन्नत, मानता